ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭ।ବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି … Read More

କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା: ୪୦ ସହରରେ କର୍ଫ୍ୟୁ

ଓ୍ଵାଶିଂଟନ, (ଓଡିଶା ଟାଇମ୍) :  ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି … Read More

ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ସଂକ୍ରମଣର ଭୟ ଏ ମାସରେ ସର୍ବାଧିକ ରହିଛି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ଏ ମାସରେ ଅଧିକ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ।  ଏଣୁ … Read More

ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଲକ୍‌ଡାଉନ୍‌ କଟଣାକୁ ସରକାର ୩୦ ଜୁନ୍‌ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍‌ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍‌, ସିନେମା ହଲ୍‌  ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା … Read More

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି । ଚଳିତ ଥର … Read More

ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ … Read More

ନକ୍ସଲ ଗୁଳିରେ ଦୁଇ ପୋଲିସ କର୍ମଚାରୀ ସହୀଦ

ରାଉରକେଲା, (ଓଡିଶା ଟାଇମ୍) : ଝାରଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ରାଉରକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନକ୍ଟରେ ନକ୍ସଲ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୁଇ କର୍ମଚାରୀଙ୍କ ମଧ୍ୟରେ ଜଣେ ପୋଡାହାଟ ଏସଡିପିଓଙ୍କ ବଡିଗାର୍ଡ ଥିବା … Read More

ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ କରୋନା ସଂକ୍ରମିତ, ପୁଅ-ବୋହୂଙ୍କ ସମେତ ୨୨ କର୍ମଚାରୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

ଡେରାଡୁନ,(ଓଡିଶା ଟାଇମ୍) : କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି । ଧନୀ, ଗରିବର ଭେଦଭାବ ବିନା ସମସ୍ତଙ୍କୁ ଆକ୍ରମଣ କରୁଛି କରୋନା ଭାଇରସ୍‌ । କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏବଂ ମୁହଁରେ … Read More

ମନ୍ କି ବାତ୍ : ଓଡିଶାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ୟ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖୁ ପ୍ରଧାନମନ୍ତ୍ରୀ ନିଜ ମନ କଥା ଦେଶବାସୀଙ୍କ ସାମ୍ନାରେ ରଖୁଛନ୍ତି … Read More

କର୍ଫ୍ୟୁ ସୀମା କମିଲା: ଏବେ ରାତି ୯ରୁ ସକାଳ ୫ ଯାତାୟାତ କଟକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧୀରେ ଧୀରେ ଦେଶରେ ଲାଗୁ ହୋଇଥିବା କରୋନା ଭୁତାଣୁ ଜନିତ କଟକଣାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ସୋମବାରଠୁ କେବଳ ଅବରୋଧ ଘୋଷଣା ହୋଇଥିବା ଅଞ୍ଚଳରେ କଟକଣା ରହିବ। ଅନ୍ୟ … Read More