ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍

ଭୁବନେଶ୍ବର , (ଓଡିଶା ଟାଇମ୍) : ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା … Read More

ପୁରୀ ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ, ରାଜ୍ୟରେ ୧୨କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ୬୦ ବର୍ଷର ବୃଦ୍ଧ … Read More

ପାକ୍‌ ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସୀମାରେ ଉଡୁଥିବା ସଶସ୍ତ୍ର ଡ୍ରୋନକୁ ଖସାଇଦେଲା ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଆଜି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଠାରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଛନ୍ତି। ଫଳରେ ସୀମା ଏପାଖରେ ଡ୍ରୋନ୍‌ ଦ୍ବାରା ଅସ୍ତ୍ରଶସ୍ତ୍ର … Read More

ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଦୁଇଟି ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର , (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ଦୁଇଟି ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଛି । ଗୋଟିଏ ଟ୍ରେନ୍ ବେଙ୍ଗାଲୁରୁ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିବା ଜାମ୍ମୁ-କାଶ୍ମୀରର ଡିଏସ୍‌ପିଙ୍କୁ ବେଲ୍‌

ଜାମ୍ମୁ-କାଶ୍ମୀର, (ଓଡିଶା ଟାଇମ୍) : ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ … Read More

କରୋନା ଅପଡେଟ : ଦିନକରେ ୧୪,୫୧୬ ସଂକ୍ରମିତ, ୩୭୫ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଗୋଟିଏ ଦିନରେ ୧୪ ହଜାର ୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ ୩୭୫ ରୋଗୀଙ୍କ ମୃତ୍ୟୁ … Read More

ରଥଯାତ୍ରା ବିବାଦ ଏବେବି ଅଦାଲତରେ, ସୁପ୍ରିମକୋର୍ଟରେ ୫ ମାମଲା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ପରେ ଏହି ଆଦେଶର ପୁନର୍ବିଚାର ତଥା ସଂଶୋଧନ ପାଇଁ ଶୁକ୍ରାବର ପାଞ୍ଚଟି ପିଟିସନ୍‌ ରୁଜୁ ହୋଇଛି । ପ୍ରଥମ ପିଟିସନ୍‌ଟି … Read More

ଜୁନ ୨୧ ରେ ସୂର୍ଯୋପରାଗ , ଓଡ଼ିଶାରେ ହେବ ଆଂଶିକ ଦୃଶ୍ୟମାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୨୧ ତାରିଖରେ ବଳୟ  ସୂର୍ଯ୍ୟପରାଗ। ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇଯିବ। ଭାରତର ରାଜସ୍ଥାନ, ହରିୟାନା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟୋପରାଗ … Read More

ରାଜ୍ଯ ପାଇଁ ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଜଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ୪୩, ଜଗତସିଂପୁରର … Read More