ଆଜିଠାରୁ ବ୍ରହ୍ମପୁର ସହରର ସୀମା ସିଲ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଠାରୁ ବ୍ରହ୍ମପୁର ସୀମା ସିଲ୍ ।  ସହରକୁ କେହି ପ୍ରବେଶ କରିପାରିବେ ନାହିଁ କି ସହର ବାହାରକୁ କେହି ଯାଇ ପାରିବେ ନାହିଁ ।  ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ସାମ୍ବାଦିକ ସମ୍ମିଳନୀରେ … Read More

ହୋଟେଲରେ ରାଜସ୍ଥାନ ରାଜନୀତି

ବରେନ୍ଦ୍ର କୃଷ୍ଣ ସାହୁ: ହୋଟେଲକୁ ଗଲାଣି ରାଜସ୍ଥାନ ରାଜନୀତି । ଯାହାକି, ଆମ ଦେଶରେ ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ । ଅର୍ଥାତ୍, ରାଜସ୍ଥାନ ସରକାର ଭାଙ୍ଗିଯିବା ଏକ ପ୍ରକାର ଥୟ କହିଲେ ଭୁଲ୍ ହେବନି । ସଚିନ୍ ପାଇଲଟଙ୍କ … Read More

ମହିଳା ସଙ୍ଗଠନକୁ ସୁଦୃଢ଼ ଲକ୍ଷ୍ୟ: ୧୮ ନେତ୍ରୀଙ୍କୁ ୩୦ ଜିଲା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ନେତ୍ରୀ ଲୋପାମୁଦ୍ରା … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ଭୁବନେଶ୍ୱରରୁ ଆଜି ପୁଣି ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱରରୁ ଆଜି ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । … Read More

ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ରେଜଲ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ ।  କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଛି । cbseresults.nic.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ … Read More

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ; ମୃତ୍ୟୁ ପୂର୍ବରୁ ଲେଖିଲେ- “କ୍ୟାନ୍ସର ମୋତେ ମାରିଦେବ”

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକସେ ଦୀର୍ଘଦିନରୁ କ୍ୟାନ୍ସରରେ ପିଡିତ ଥିବା ବେଳେ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ‘ହେ ଅପନା … Read More

ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ମଧ୍ୟରେ ଶେଷ ହୋଇଛି ମାଟ୍ରିକ ଖାତାଦେଖା । ଏବେ ଆରମ୍ଭ ହୋଇଛି ଟାବୁଲେସନ । ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ … Read More

ଧୂଳିଆ ଜନ୍ଦା ରାଜନୀତି

ମାତିଛି ମହାମାରୀ । ଜୀବନ ବଞ୍ଚାଇବା ଚିନ୍ତାରେ ସମସ୍ତେ । କିନ୍ତୁ କରୋନା ବେଳେ ଦେଶରେ ଚାଲିଛି କ୍ଷମତା ରାଜନୀତିର ହୀନ ଲଢେଇ । ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧି ପୁଣି ଲକ୍ ଡାଉନ୍, ସଟ୍ ଡାଉନ୍ କରି, ସେମାନଙ୍କୁ ଘରେ … Read More

କଟକ ସହରରୁ ହଟିଲା ସଟ୍‌ଡାଉନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ସହରରୁ ହଟିଛି ସଟ୍‌ ଡାଉନ କଟକଣା। ଆଜିଠୁ ସଂଧ୍ୟା ୬ଟା ଯାଏ ଦୋକାନବଜାର ଖୋଲିପରିବା। କିନ୍ତୁ ସଂଧ୍ୟା ୭ଟାରୁ ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଔଷଧ ଦୋକାନ ପାଇଁ … Read More