ଅବସର ନେଲେ ଧୋନୀ, ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କଲେ ବାଏ ବାଏ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ତଥା ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ କୁହାଯାଉଥିବା ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଏହି … Read More

ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଆଉ … Read More

ଟ୍ୟାକ୍ସ ସୁଧାର ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କରଦାତାଙ୍କ ପାଇଁ ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ୍‌-ଅନରିଂଙ୍ଗ ଦ ଅନେଷ୍ଟ’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଯେ ସଚ୍ଚୋଟ … Read More

ଆମେରିକାକୁ ପାକିସ୍ତାନର ନିବେଦନ – ଭାରତରୁ ଉତ୍ତେଜନା ହ୍ରାସ କର

କାଶ୍ମୀର ପ୍ରସଙ୍ଗକୁ ନେଇ ସାଉଦି ଆରବ ସହ ପାକିସ୍ତାନ ମଧ୍ୟ ନିଜର ସମ୍ପର୍କକୁ ନଷ୍ଟ କରିଦେଇଛି । ୧୯୪୭ ମସିହାରେ ସ୍ୱାଧୀନତା ପରଠାରୁ ପାକିସ୍ଥାନ ଏବଂ ଭାରତ ମଧ୍ୟରେ ତିକ୍ତତା ଜାରି ରହିଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା … Read More

ପାକିସ୍ତାନଠାରୁ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କଲା ସାଉଦୀ ଆରବ

  “ଆମେ ତୁମକୁ ଠିଆ କରିଛୁ, ଏବେ ଆଣ୍ଠୁ ଭାଙ୍ଗିବୁ” କାଶ୍ମୀର ପ୍ରସଙ୍ଗରେ ଆରବ ଦେଶମାନେ ପାକିସ୍ତାନ ସହ ସମ୍ପର୍କ କାଟିଲେ ପୁରୁଣା ମାଲିକମାନଙ୍କ ସହିତ ବେଇମାନୀ  କରି ପାକିସ୍ତାନ ଏହାର ନୂଆ ବସ୍ ତୁର୍କୀ ନିର୍ଦ୍ଦଶରେ ନାଚୁଛି ପାକିସ୍ତାନର ବର୍ଷ … Read More

ବୃତ୍ତି ଅଧ୍ୟାପକନା, କାମ ଦଙ୍ଗା କରିବା

ଦିଲ୍ଲୀର ମହିଳା ଦଙ୍ଗାକାରୀଙ୍କ ସୂଚନା, ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ପ୍ରଫେସର ଅପୂର୍ବାନନ୍ଦ ଏବଂ ଓମାର ଖାଲିଦ ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ଡ ଥିଲେ । ଗତ କିଛିମାସ ତଳେ ଚର୍ଚ୍ଚାରେ ଥିବା ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ UAPA ଅଧୀନରେ ଗୁଲଫିଶା … Read More

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍ ସହ ନୂଆ ସହଯୋଗିତା ସ୍ଥାପନ

ମୁମ୍ବାଇ / ଭୁବନେଶ୍ୱର, (ଓଡିଶା ଟାଇମ୍) : ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ … Read More

ଆମେରିକା ସେନାକୁ ଚୀନ୍‌ ଭୟ କରୁଛି !

“ଯାହା ବି ଘଟୁ, ଆମେରିକୀୟ ସୈ ନିକମାନଙ୍କୁ ଗୁଳି କର ନାହିଁ”, ଗାଲଭାନ ପରେ ସିସିପି ପିଏଲଏ ଉପରେ ଆତ୍ମବିଶ୍ୱାସ ହରାଇଛି ଚୀନ୍ ହୃଦୟଙ୍ଗମ କରିଛି – ପିଏଲଏ ଆମେରିକା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ନୁହେଁ ଚୀନ୍ ଏବଂ ଆମେରିକା … Read More

ପେନ୍‌ସନ୍ ପାଇଁ ଆଧାର ଯାଂଚ ବାଧ୍ୟତାମୂଳକ କରିବା ଘଟଣାରେ ୧୧ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଲାଭ ହରାଇ ପାରନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍)): ଖାଦ୍ଯ ଅଧିକାର ଅଭିଯାନ ଓଡ଼ିଶା, ଯେଉଁମାନଙ୍କର ଆକାଂଉଟ “ଆଧାର ସହ ଯାଂଚ ହୋଇ ସଂଯୋଜିତ ହୋଇଛି” ଏବଂ ଯେଉଁମାନେ ପରିଚୟ ପ୍ରମାଣ ଭାବରେ ‘ଆଧାର କାର୍ଡ଼’ ଦେଖାଇ ପାରିବେ ସେମାନଙ୍କ ପାଇଁ ପେନ୍‌ସନ୍ ଦେୟ ଉପଲବ୍‌ଧ ହେବ … Read More

ଚୀନ୍‌ରେ ନିର୍ମିତ ସାମଗ୍ରୀ ମହଙ୍ଗା ହେବ, ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରୁ ଚୀନ୍‌ର ଏକଚାଟିଆ କାରବାର ସମାପ୍ତ

ଭାରତ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କେବଳ ଚୀନ୍‌ର ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଭାରତୀୟ ବଜାରରେ ସମାନ ପ୍ରତିଯୋଗିତାର ପରିବେଶ ମଧ୍ୟ ସୃଷ୍ଟି କରିବ । ଅଦ୍ୟାବଧି, କ୍ୟାମେରା, ବସ୍ତ୍ର, ଆଲୁମିନିୟମ ସାମଗ୍ରୀ … Read More