“ଅନେକ ସିସିପି ସଦସ୍ୟ ମତ ଜିନପିଙ୍ଗ ଦଳରୁ ହଟନ୍ତୁ” – ଚୀନ୍‌ର ବହିଷ୍କୃତ ଅଧିକାରୀଙ୍କ ସୂଚନା

ଦଳର ସାଧାରଣ ସମ୍ପାଦକ ସି ଜିନପିଙ୍ଗଙ୍କ ବିରୋଧରେ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଅନେକ ମତଭେଦ ଦେଖାଦେଇଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସିସିପି ସଦସ୍ୟଙ୍କ ବିରୋଧ ବଢ଼ିବାରେ ଲାଗିଛି । ଚୀନ୍‌ରେ ଗଣତନ୍ତ୍ର, ନାଗରିକ ସ୍ୱାଧୀନତା, ଆଇନର ନିୟମ ଏବଂ … Read More

ସରକାରଙ୍କ ସଂକେତ- ସାଓମି ଏବଂ ଓପୋ ନିଷେଧ ହେବାକୁ ଯାଉଛନ୍ତି କି ?

ଭାରତ ଯେଉଁଭଳି ଭାବରେ ଚୀନ୍ ଉପରେ ତାର ସମ୍ବେଦନଶୀଳ ଅଂଶ ଉପରେ ଆକ୍ରମଣ କରିଛି, ଅର୍ଥାତ୍ ଏହାର ଅର୍ଥନୀତି, ବିଶ୍ୱପାଇଁ ଏକ ଅଦୃଶ୍ୟ ପଦକ୍ଷେପଠାରୁ କମ୍ ନୁହେଁ । ପ୍ରଥମେ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା, ତା’ପରେ ଚୀନ୍‌ର ସାମଗ୍ରୀକୁ … Read More

ପରବର୍ତ୍ତୀ କଂଗ୍ରେସ ସଭାପତି ଗାନ୍ଧୀ ପରିବାର ବାହାରେ ହେବା ଉଚିତ : ପ୍ରିୟଙ୍କା ଗାନ୍ଧୀ

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ବଡ଼ ଭାଇ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଗାନ୍ଧୀ ପରିବାର ବାହାରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ସଭାପତିଭାବେ ନିଯୁକ୍ତି କରାଯିବା ଉଚିତ । ପ୍ରିୟଙ୍କା … Read More

ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର … Read More

ଭିଭୋ ଛାଡିବା ପରେ କିଏ ନେଲା ଆଇପିଏଲ୍ ୨୦୨୦ ଟାଇଟଲ୍ ସ୍ପୋନସରସିପ୍‌, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଟାଇଟଲ୍ ସ୍ପୋନ୍ସରସିପରୁ ହଟିବା ପରେ ସେ ସ୍ଥାନ ହାତେଇଛି ଡ୍ରିମ୍‌-୧୧ । ଏନେଇ ଆଇପିଏଲର ଚେୟାରମ୍ୟାନ୍ ବୃଜେଶ ପଟେଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, … Read More

ପରମାଣୁ ସ୍ତୁପ ଉପରେ ପୃଥିବୀ

ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ, ବିଶ୍ୱ ବିନାଶର ଆଶଙ୍କା ଏବେ ବି ଜାରି ରହିଛି ଜାପାନୀମାନେ ୧୫ ଅଗଷ୍ଟ ୧୯୪୫ରେ ଆତ୍ମସମର୍ପଣ କରିବାକୁ ରାଜି ହେବାପରେ ୭୫ ବର୍ଷ ପୂର୍ବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫଳପ୍ରଦ ଭାବରେ … Read More

କଂଗ୍ରେସକୁ ଅନ୍ତ କରିଥିବା ବିଜେପିର ଟାର୍ଗେଟରେ ଆଞ୍ଚଳିକ ଦଳ

 କଂଗ୍ରେସ ଏହାର ସମସ୍ତ ଧ୍ୟାନ ପ୍ରଧାନମନ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ କରିଥିବାବେଳେ ମୋଦୀ-ଶାହାଙ୍କ ବିଜେପି ମମତାଙ୍କ ବଙ୍ଗଳା, ପଟ୍ଟନାୟକଙ୍କ ଓଡ଼ିଶା, କେସିଆରଙ୍କ ତେଲେଙ୍ଗାନା ଏବଂ ଜଗନ୍‌ଙ୍କ ଆନ୍ଧ୍ର ଉପରେ ନଜର ରଖିଛି । ଡି.କେ ସିଂ  ନୀତିଶ କୁମାରଙ୍କ ସହ କ’ଣ ଅଛି … Read More

ପରଲୋକରେ ‘ଦ୍ରିଶ୍ୟମ’ ନିର୍ଦ୍ଦେଶକ ନିଶିକାନ୍ତ

ମୁମ୍ବାଇ, (ଓଡିଶା ଟାଇମ୍) : ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ସେ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜିରେ ଭର୍ତ୍ତି ହୋଇଥିଲେ । କୁହାଯାଉଛି ଯେ, … Read More

ଅଭିନେତା ଅମୀର ଖାନ ତୁର୍କୀ ରାଷ୍ଟ୍ରପତିଙ୍କ ପତ୍ନୀ ରାକୁଙ୍କୁ ଭେଟିବାକୁ ନେଇ ସୋସିଆଲ ମିଡ଼ିଆରେ ତୀକ୍ଷ୍ଣ ପ୍ରଶ୍ନବନ୍ୟା

କାଶ୍ମୀର ପ୍ରସଙ୍ଗକୁ ନେଇ ତୁର୍କୀ ସହିତ ଭାରତର ସମ୍ପର୍କ ଦୌ ଭଲ ନାହିଁ । ଏହି ସମୟରେ  ବଲିଉଡ଼୍‌ ଅଭିନେତା ତୁର୍କୀ ପ୍ରଥମ ଲେଡିଙ୍କୁ ଭେଟିଛନ୍ତି । ଯାହାପରେ ସୋସିଆଲ ମିଡ଼ୀଆରେ ଅମୀର ଖାନ୍‌ଙ୍କୁ  ତୀବ୍ର ସମାଲୋଚନା କରାଯୌଉଛି । ତୁର୍କୀ … Read More

ପୂର୍ବତନ କ୍ରିକେଟ୍‌ର ତଥା ମନ୍ତ୍ରୀ ଥିବା ଚେତନ ଚୌହ୍ଵାନଙ୍କ ପରଲୋକ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର ଗୃହରକ୍ଷୀ ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ର ଚେତନ ଚୌହ୍ଵାନଙ୍କ ଆଜି ପରଲୋକ ଘଟିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ କିଡନୀ … Read More