ପାକିସ୍ତାନ : ନିକାହର ନର୍କ ଓ ଧର୍ମରେ ଧର୍ଷଣ!
ବିଭୂତି ପତି ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯ କ୍ରିଶ୍ମାସ୍, ଡ଼ିସେମ୍ବର ୨୫ ତାରିଖ ବଡ଼ଦିନର ପୂର୍ବ ରବିବାର କରାଚୀର ଐତିହାସିକ ଚର୍ଚ୍ଚ “”ସେଣ୍ଟ୍ପ୍ୟାଟ୍ରିକ୍ସ” ରେ ଉତ୍ସବ ମୁଖରିତ ପରିବେଶ । ପ୍ରାର୍ଥନା ହଲ୍ର ଦ୍ୱାରଦେଶରେ କାର୍ଡ଼ ବୋର୍ଡ଼ ଏବଂ ତୁଳାରେ ତିଆରି … Read More