ଅମ୍ପନ: ୬ ଘଣ୍ଟା ଗୁରୁତ୍ଵପୂଣ୍ଣ, ପାରାଦୀପରେ ଗୋଟାଏ ଯାଏ ବିପଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସବୁ ସ୍ଥାନରେ ଆମେ ପ୍ରସ୍ତୁତ ରହିଛୁ। ଏଯାଏ କିଛି ବିଶେଷ ହାନୀର ବା କ୍ଷତିର ସୂୂଚନା ଆସି ନାହିଁ।  ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଆଜି ସକାଳୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ ମୁଖ୍ୟ ଶାସନ ସଚିବ … Read More

ଅମ୍ପନ: ୧୩ ଜିଲ୍ଲାକୁ ହାଇ ଆଲର୍ଟ, ପ୍ରବଳ ବର୍ଷା, ତୋଫାନ

ଭୁବନେଶ୍ବର :ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।  କେନ୍ଦ୍ରାପଡ଼ା,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକରେ ପ୍ରବଳ ମାତ୍ରାରେ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ପାରାଦୀପଠାରୁ ୧୨୫ କିମି ଦୂରରେ ଅମ୍ପନ, ବଢ଼ୁଛି ପବନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ତାଣ୍ଡବ ରଚାଉଛି  ମହାବାତ୍ୟା ଅମ୍ଫନ l ପାରାଦୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୨୫ କିମି ଦୂରରେ ଅଛି ଅମ୍ଫନ । ଦୀଘାରୁ ଦକ୍ଷିଣରେ ୨୪୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ ।ବାଂଲାଦେଶ ଖେପୁପରାରୁ ଦକ୍ଷଣିପଶ୍ଚିମରେ ୩୯୫ … Read More

ଅମ୍ପନ୍‌ ଅପ୍‌ଡେଟ୍‌: ୨୦୦ କିଲୋମିଟର ବେଗରେ ବାତ୍ୟା, ପଢ଼ନ୍ତୁ ପାଣିପାଗ ବିଭାଗର ବୁଲେଟିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନର ଗତିବିଧି ଉପରେ ନଜର ରଖିଛି ପାଣିପାଗ ବିଭାଗ। ଭୁବନେଶ୍ଵର କେନ୍ଦ୍ରରେ ଡପ୍‌ଲର ରାଡାର ଯୋଗେ ଏହାର ନିରୀକ୍ଷଣ କରାଯାଉଛି। ଏଥିନେଇ ଘଣ୍ଟିକିଆ ବୁଲେଟିନ୍‌ ଆଜି ସକାଳ ସାଢ଼େ ୬ଟାରେ ପ୍ରକାଶ କରାଯାଇଛି। ପ୍ରଥମ ଘଣ୍ଟିକିଆ … Read More

ଅମ୍ପନ୍‌: ୧୧ ସଙ୍ଗରୋଧ କେନ୍ଦ୍ରରୁ ୨୫୦ ପ୍ରବାସୀ ସ୍ଥାନାନ୍ତର

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌): ମହାବାତ୍ୟା  ଆମ୍ଫନକୁ ଆଖିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳର ବାତ୍ୟା ଆଶ୍ରୟସ୍ଥଳରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକରେ ଆମ୍ଫନ … Read More

ଅମ୍ପନ: ସ୍ଥାନାନ୍ତର ହେଉଛନ୍ତି ଲୋକେ, ତଦାରଖ କଲେ ଡିଆଇଜି ଆଶୀଷ ସିଂହ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌):ବାତ୍ୟା ଆମ୍ଫନ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନାକୁ ନଜରରେ ରଖାଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳ ରାଜନଗର ଓ ମହାକଳପଡ଼ା ବ୍ଲକ ଅଂଚଳରେ ସମୁଦ୍ର ଉପକୂଳ ଅଂଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ … Read More

ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା … Read More

ବ୍ୟାପକ କ୍ଷତି କରିପାରେ ‘ଅମ୍ପନ’

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): ମହାବାତ୍ୟା ‘ଅମ୍ପନ’ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ସାମୁଦ୍ରିକ ବାତ୍ୟା ବର୍ତ୍ତମାନ କରାଳ ରୂପ ଧାରଣ କରି ପଶ୍ଚିମବଙ୍ଗ ଏବଂ ଓଡିଶା ସ୍ଥଳ ଭାଗ ଅଞ୍ଚଳକୁ ଦୃତ ଗତିରେ … Read More

୧୯୯୯ ମହାବାତ୍ୟା ପରେ ଆସିଥିବା ବାତ୍ୟା ମଧ୍ୟରେ ସବୁଠୁ ଶକ୍ତିଶାଳୀ ‘ଅମ୍ପନ’

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ):  ଦକ୍ଷିଣ ବଙ୍ଗୋପସାଗରରର କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଥିବା ମହାବାତ୍ୟା ଅମ୍ପନ ଚଳିତ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା। ଅର୍ଥାତ୍‌ ୧୯୯୯ପରେ ଯେତିକି ବାତ୍ୟା ସୃଷ୍ଟି ହୋଇଛି ସମୁଠାରୁ ଶକ୍ତିଶାଳୀ ବୋଲି ଭାରତ ପାଣିପାଗ … Read More

ବାତ୍ୟା ଆଶ୍ରୟସ୍ଥଳୀରେ କେନ୍ଦ୍ରାପଡ଼ା ଏସ୍‌ପି, ଧୈର୍ଯ୍ୟ ରଖିବାକୁ ଦେଲେ ପରାମର୍ଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ୍‌ ଯେତିକି ଉପକୂଳ ମୁହାଉଁଛି ଛାତିରେ ଝନକା ସେତିକି ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କ ମନେ ପଡ଼ୁଛି ୧୯୯୯ ମହାବାତ୍ୟା, ଯାହା ତାଙ୍କଠୁ ଗୋଟିଏ ପିଢ଼ି ଲୁଟି ନେଇଥିଲା। ଆଜି ଯଦିଓ ଟେକ୍ନୋଲୋଜି … Read More