ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ ।

ପୂର୍ବରୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅସଦବ୍ୟବାହାର କରିଥିବା ଅଭିଯୋଗ ଥିଲା । ଏନେଇ ଗତ ଜୁଲାଇ ମାସରେଏହି ମାମଲାରେ ବିଭୁପ୍ରସାଦ ଗିରଫ ମଧ୍ୟ ହୋଇଥିଲେ । ଏହାସହ ଆୟୁଷ ନିର୍ଦ୍ଦେଶକ ପଦରୁ ମଧ୍ୟ ବିଭୁଙ୍କୁ ନିଲମ୍ବିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *