ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ନୂଆ ଭେଟି: ମାଗଣାରେ ବଲବ

ଭୁବନେଶ୍ୱର(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁଣି ଭେଟି ଦେଲେ ଏକ ନୂଆ ଉପହାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ‘ଆମ ଘରେ ଏଲ୍‌ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଏନ୍‌ଏଫ୍‌ଏସ୍‌ଏ, ଏସ୍‌ଏଫ୍‌ଏସ୍‌ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍‌ ମିଳିବ। … Read More

ଦକ୍ଷିଣ ଓ ପଶ୍ଚିମ ପ୍ରାନ୍ତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ଵର, (ଓଟି): ଦିନକୁଦିନ ସମ୍ବଲପୁର ଓ ରାଜ୍ୟର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି। ସମ୍ପୃକ୍ତ ପ୍ରସଙ୍ଗରେ ଚତୁର୍ଥଥର ପାଇଁ ଲେଖିଥିବା … Read More

ଭଣ୍ଡାରିପୋଖରି ପାଇଁ ନିରଞ୍ଜନ: ସତ୍ୟ ନେବେ ଲଲିପପ୍‌

ରାଜ୍ୟ କଂଗ୍ରେସ ମୁଖ୍ୟ ଏଥର ନିର୍ବାଚନ ଲଢ଼ିବେ କି? ରାଜ୍ୟରେ କଂଗ୍ରେସର ଅସ୍ତିତ୍ଵକୁ ବଜାୟ ରଖିବା ପାଇଁ ସେ ଯେଉଁ ଗୁରୁଦାୟିତ୍ଵଟିକୁ ଗ୍ରହଣ କରିଛନ୍ତି, ସେ ଭିତରେ ଏଭଳି ଏକ ପ୍ରଶ୍ନ ଉଠିବା ସ୍ଵଭାବିକ। ପୁଣି ତାଙ୍କର ପୈତୃକ ନିର୍ବାଚନ ମଣ୍ଡଳୀଟି ଆଉ ତାଙ୍କ କଥା ଶୁଣୁ ନାହିଁ। ଏଣୁ ସେ ନିର୍ବାଚନ ଲଢ଼ିବେ ତ କେଉଁଠୁ ବୋଲି ବି ପ୍ରଶ୍ନ ଉଠିଲାଣି।

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ୟୁନିସେଫ ଅଧିକାରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରି ୟୁନିସେଫର ଜଣେ ଅଧିକାରୀ ଏବେ ହରଡଘଣାରୋ ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କୁ ହଟାଇବାରେ ମୁଖ୍ୟମନ୍ତ୍ରୀ ବିଳମ୍ୱ କଲେ ଓ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏଭଳି ହୋଇପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତିା … Read More

ସ୍ମାର୍ଟ ସିଟିରେ ଭଡ଼ାରେ ମିଳିବ ସ୍ମାର୍ଟ ବାଇକ

ଭୁବନେଶ୍ୱରରେ ଡ୍ରପ ୟୁ.କମ୍ ପକ୍ଷରୁ ଭଡ଼ାରେ ଯୋଗାଇ ଦିଆଯିବ ବାଇକ। ପରିବହନ କମିଶନର ସଂଜୀବ ପଣ୍ଡା ପତକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଅନ ଲାଇନରେ ବୁକ କରି ପ୍ରତି ଘଣ୍ଟାକୁ ୩୬ଟଙ୍କାରୁ ଆରମ୍ଭ କରି ଦିନକୁ ୩୫୦ ଟଙ୍କା … Read More

ଓଡ଼ିଶା ବିଜେପି ନେତାଙ୍କ ଉପରେ କେନ୍ଦ୍ରୀୟ ନେତାଙ୍କ ଭରଷା ନାହିଁ

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ପରେ ପଶ୍ଚିମ ଓଡିଶାକୁ ମୋଦିଙ୍କ ଦ୍ବିତୀୟ ଗସ୍ତ। ଆଗକୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବାକୁ ହାତରେ … Read More

ଅମିତ ଶାହାଙ୍କ ପାଖରେ ମହିଳା ସଶକ୍ତିକରଣ କଥା ଶୁଣିବାକୁ ସମୟ ନାହିଁ

ଭୁବନେଶ୍ୱର(ଓଟି): ରାଜ୍ୟରେ ଓ କେନ୍ଦ୍ରରେ କୁଆଡେ ମହିଳାଙ୍କ ପାଇଁ ବିଜେପି ନେତାଙ୍କ ଅନ୍ତର କାନ୍ଦୁଛି। ରାଜ୍ୟରେ ବିଜେଡି ସରକାର ଅମଳରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ରାଜ୍ୟ ସରକାର ନିରବଦ୍ରଷ୍ଟା ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି। ମହିଳାଙ୍କ ପାଇଁ ଏହି … Read More

ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ ,(ଓଟି): ଆଜିଠାରୁ ଆରମ୍ଭ ହେବ ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ସହର  ମଥୁରା ନଗରୀ ହୋଇଥିବା ବେଳେ , ଅମ୍ବାପାଲି ପାଲଟିଯାଇଛି ଗୋପପୁର। ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କଳାକାରଙ୍କ ଆଖଡ଼ା ଶେଷ ହୋଇଛି। ଦୀର୍ଘ … Read More

ଆଜି ବିଜେପିର ଜାତୀୟ ପରିଷଦ ବୈଠକ: ସ୍ପଷ୍ଟ ହେବ ନିର୍ବାଚନ ରଣନୀତି

ଭୁବନେଶ୍ଵର, (ଓଟି): ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜାତୀୟ ପରିଷଦ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଶନିବାର ଦିନ ଶେଷ ହେବ। ଏହି ବୈଠକରେ ୧୫ ହଜାର କାର୍ଯ୍ୟକର୍ତ୍ତା ଯୋଗ ଦେବାର ଆୟୋଜନ କରାଯାଇଚି ।ଯେଉଁଠାରେ … Read More

୧୦% କୋଟା ବିଲ୍‌କୁ ଚ୍ୟାଲେଞ୍ଜ

ଭୁବନେଶ୍ଵର, (ଓଟି): ମୋଦି ସରକାରଙ୍କ ପାଇଁ ଆଗାମୀ ନିର୍ବାଚନରେ ଅସ୍ତ୍ର ହେବାକୁ ଯାଉଥିବା ୧୦% କୋଟା ବିଲ୍‌ ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ସମ୍ବିଧାନର ମୂଳ ଭିତ୍ତି ‘ସମସ୍ତଙ୍କୁ ସମାନତା’ ପ୍ରସଙ୍ଗକୁ ଏହା ବ୍ୟାହତ କରୁଛି ବୋଲି ଅଭିଯୋଗ ହୋଇଛି। ୟୁଥ୍‌ ଫର୍‌ … Read More