ଭୁବନେଶ୍ବର ନୂଆ ଷ୍ଟେସନରେ ୪ ଟ୍ରେନ୍ର ଅତିରିକ୍ତ ରହଣି
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱର ନୂତନ ଷ୍ଟେସନରେ ୪ ରେଳ ଅତିରିକ୍ତ ରହଣି କରିବ। ବର୍ତ୍ତମାନ ସ୍ୱତନ୍ତ୍ର ରେଳ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ମେମୁ ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଆସନ୍ତା ୧୦ରୁ ରହଣି କରିବ। ପଲାସା-କଟକ-ପଲାସା ପାସେଞ୍ଜର ଏବଂ ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ଖଡ଼ଗପୁର … Read More