ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ, ଲଳିତ ଦାସ ହେଲେ ଗୃହ ବିଭାଗର ଓଏସଡି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ସରକାର ସୋମବାର ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ … Read More

ଦେଓଘର ରୋପୱେ ଦୁର୍ଘଟଣା: ୨ ମହିଳାଙ୍କ ମୃତ୍ୟୁ

ଦେଓଘର,(ଓଡିଶା ଟାଇମ୍): ରବିବାର ସନ୍ଧ୍ୟାରେ ଦେଓଘରରେ ଘଟିଥିବା ରୋପୱେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏବେବି ଆହୁରି ୫୦ ପର୍ଯ୍ୟଟକ ୨୦୦୦ଫୁଟ ଉଚ୍ଚତାରେ ଫସି ରହିଛନ୍ତି । ସମସ୍ତ ଉଦ୍ୟମ ସତ୍ତ୍ୱେ, ପ୍ରାୟ ୨୦ଘଣ୍ଟା ପରେ ମଧ୍ୟ, … Read More

ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣା, ମିଳିଲା ଆଉ ଜଣଙ୍କ ମୃତଦେହ

କଟକ, (ଓଡିଶା ଟାଇମ୍):  କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ ।  ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ । ମୃତକଙ୍କ ନାମ ଆୟୁର ଖାନ୍‌ … Read More

କମୁଛି ସଂକ୍ରମଣ : ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮୬୧ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ଆଜି ପାକ୍‌ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ପାକିସ୍ତାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ । ପାକିସ୍ତାନରେ ଆଜି ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହୋଇପାରନ୍ତି । ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିବା ବେଳେ ଅପରାହ୍ଣ ସାଢ଼େ ଦୁଇଟାରେ ପାକ୍‌ ସଂସଦରେ … Read More

ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

ପୁରୀ, (ଓଡିଶା ଟାଇମ୍):  ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୬୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବିଭିନ୍ନ ସମସ୍ୟା ହେତୁ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡିବ । ଆର୍ଥିକ କ୍ଷେତ୍ରରେ ଆଜି ପାଇବେ ଯେମିତି ଓ ଯତେିକି, ଖର୍ଚ୍ଚ ମଧ୍ୟ କରିବେ ସେମିତି । ସତର୍କତା ଅଭାବରୁ ସାଧାରଣ ଘଟଣା … Read More

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, (ଓଡିଶା ଟାଇମ୍): ଶ୍ରୀନଗରର ବିଶମ୍ବର ନଗରରେ ରବିବାର ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଆଇଜିପିଙ୍କ ସୂଚନା ଅନୁସାରେ, ନିହତ ହୋଇଥିବା ଆତଙ୍କୀ ନିକଟରେ … Read More

ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନୱାଜ ସରିଫଙ୍କ ଭାଇ ଶେହୱାଜ ସରିଫ

ଇସଲାମାବାଦ, (ଓଡିଶା ଟାଇମ୍):  ନିଜ ଆସନ ବଞ୍ଚାଇବାକୁ ଶତ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ପାକିସ୍ତାନ ତେହେରିକ-ଏ ଇନ୍‌ସଫା ଫାର୍ଟିର ମୁଖ୍ୟ ଇମ୍ରାନ ଖାନ। ଅନାସ୍ଥ ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଯାଇଛି। ଏବେ ତାଙ୍କ ସ୍ଥାନରେ … Read More