ତାରାତାରିଣୀଙ୍କ ଦର୍ଶନ କଲେ ୫ଟି ସଚିବ ଓ ତାଙ୍କ ଧର୍ମପତ୍ନୀ
ଗଞ୍ଜାମ, (ଓଡିଶା ଟାଇମ୍): ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ହିଁ ମା ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଶେଷ ହୋଇଛି। ମା ଙ୍କ ଆଶୀର୍ବାଦରୁ ନିଜର ମାନସିକ ପୂରଣ ପାଇଁ ଲକ୍ଷ,ଲକ୍ଷ ଲୋକ ସେମାନଙ୍କ … Read More