ଆଜି ପୁଣି କନିଆ ହେବେ IAS ଟିନା ଡାବି: ଏପରି ହୋଇଥିଲା ପ୍ରଦୀପ ଗୱାଣ୍ଡେଙ୍କ ସହ ଭେଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ୟୁପିଏସ୍ ସି ଟପ୍ପର ଆଇଏଏସ୍ ଟିନା ଡାବି । ୨୦୧୫ ରାଜସ୍ଥାନ କ୍ୟାଡରର ଅଧିକାରୀ ଟିନା ୨୦୧୩ ବ୍ୟାଚ୍ ର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ଏଥିପାଇଁ … Read More