ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ବ୍ଲକ ବରିଷ୍ଠ କିରାଣୀ । ବଲାଙ୍ଗrର ପୁଇଁନ୍ତଳା ବ୍ଲକ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି । ବଲାଙ୍ଗୀର ସାଗରପଡାସ୍ଥିତ ଘର, ତୁଷୁରାରେ ଥିବା ପୈତୃକ ଘର, ସହଭଡାରେ ଥିବା ଘର ବଲାଙ୍ଗୀର ପୁଇଁତଳା ଅଫିସ, ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

Leave a Reply

Your email address will not be published. Required fields are marked *