୧ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେସନ

ଭୁବନେଶ୍ବର, (ଓଡିଶା ଟାଇମ୍): ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ଡେସେମ୍ୱର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇଛନ୍ତି । ନଭେମ୍ୱର ୨୯ ତାରଖ ଦିନ ୧୧ଟା ସମୟରେ ଏହି ବୈଠକ ବସିବା ନେଇ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *