ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଲେ କିଛି ଯୁବକ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ୍ ତାଲା ଭାଙ୍ଗି କିଛି ଯୁବକ ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ବୁଧବାର ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡୁଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସ କୋଠରୀ ଥିବାବେଳେ କିଭଳି କେଉଁ ସ୍ଥିତିରେ କେଉଁମାନେ ଏଭଳି କାଣ୍ଡ ଘଟାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *