ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ସମ୍ବଲପୁର, (ଓଡିଶା ଟାଇମ୍) : ପ୍ରଫେସର ସଞ୍ଜିବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି । ସଞ୍ଜିବ ମିତ୍ତଲଙ୍କୁ ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ । ଆସନ୍ତା ୪ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଲେ ସଞ୍ଜୀବ ମିତ୍ତଲ । ଏବେ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟରେ ଆକାଡେମିକ୍‌ ଆଫେୟାର୍ସର ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ମିତ୍ତଲ ।

Leave a Reply

Your email address will not be published. Required fields are marked *